ଚେନ୍ନାଇ ୪ର୍ଥ ଥର ପାଇଁ ଆଇପିଏଲ୍ ଚାମ୍ପିୟନ

ଦୁବାଇ : ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ ଚାମ୍ପିୟନ ହୋଇଛି। ଗତକାଲି ଖେଳାଯାଇଥିବା ଆଇପିଏଲ ଫାଇନାଲରେ ଚେନ୍ନାଇ କୋଲକାତା ନାଇଟ ରାଇଡର୍ସକୁ ୨୭ ରନରେ ପରାସ୍ତ କରି ପୁଣି ଥରେ ଟ୍ରଫିକୁ ହାତେଇବାରେ ସଫଳ ହୋଇଛି। ଏହାକୁ ମିଶାଇ ୪ର୍ଥ ଥର ପାଇଁ ଚେନ୍ନାଇ ଆଇପିଏଲ ଚାମ୍ପିୟନ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ … Continue reading ଚେନ୍ନାଇ ୪ର୍ଥ ଥର ପାଇଁ ଆଇପିଏଲ୍ ଚାମ୍ପିୟନ